பொருள் : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା
எடுத்துக்காட்டு :
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
ஒத்த சொற்கள் : ଆଖ୍ୟାନ, କଥା, କଥା କୃତି
பிற மொழிகளில் மொழிபெயர்ப்பு :
मन से गढ़ा हुआ या किसी वास्तविक घटना के आधार पर प्रस्तुत किया हुआ मौखिक या लिखित विवरण जिसका मुख्य उद्देश्य पाठकों का मनोरंजन करना, उन्हें कोई शिक्षा देना अथवा किसी वस्तु-स्थिति से परिचित कराना होता है।
मुंशी प्रेमचंद की कहानियाँ ग्रामीण परिवेश को अच्छी तरह से दर्शाती हैं।பொருள் : କୌଣସି ମିଛ ବା ମନଗଢା କଥା
எடுத்துக்காட்டு :
ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି
ஒத்த சொற்கள் : କଥା
பிற மொழிகளில் மொழிபெயர்ப்பு :
பொருள் : ଦେଖିବା ବା ଶୁଣିବା ପାଇଁ ଡାଏଲଗ୍ ରୂପରେ ଲେଖାଯାଇଥିବା କାହାଣୀ
எடுத்துக்காட்டு :
ଏହି ସିନେମାର ପଟକଥା ରୋମାଞ୍ଚକର
ஒத்த சொற்கள் : ପଟକଥା
பிற மொழிகளில் மொழிபெயர்ப்பு :
A written version of a play or other dramatic composition. Used in preparing for a performance.
book, playscript, script