பொருள் : ଔଷଧଦ୍ୱାରା ବୃଦ୍ଧ ବା ରୁଗ୍ଣ ଶରୀରକୁ ପୁଣି ତରୁଣ ବା ସ୍ୱସ୍ଥ କରିବାର କ୍ରିୟା
எடுத்துக்காட்டு :
ମଦନମୋହନ ମାଲବୀୟ ନିଜର କାୟାକଳ୍ପ କରାଇଥିଲେ
பிற மொழிகளில் மொழிபெயர்ப்பு :
The act of restoring to a more youthful condition.
rejuvenationபொருள் : ଯେଉଁ ପ୍ରକ୍ରିୟାରେ କ୍ଷୟ ହୋଇଥିବା ଶକ୍ତି ପୁନଃ ପ୍ରାପ୍ତ ହୁଏ
எடுத்துக்காட்டு :
ବର୍ଷା ହେବାମାତ୍ରେ ଶୁଖିଲା ଭୂଇଁ ପୁନର୍ଜୀବନ ପାଏ
ஒத்த சொற்கள் : ପୁନର୍ଜୀବନ
பிற மொழிகளில் மொழிபெயர்ப்பு :
The phenomenon of vitality and freshness being restored.
The annual rejuvenation of the landscape.