பொருள் : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
எடுத்துக்காட்டு :
ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
ஒத்த சொற்கள் : କୁମାରୀ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
எடுத்துக்காட்டு :
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
ஒத்த சொற்கள் : ଅବିବାହିତ ନାରୀ, ଅବିବାହିତା, କୁମାରୀ
பிற மொழிகளில் மொழிபெயர்ப்பு :
பொருள் : ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
எடுத்துக்காட்டு :
ନବରାତ୍ରରେ କୁମାରୀଗଣଙ୍କୁ ଭୋଜନ କରିବା ନିମନ୍ତେ ଆମନ୍ତ୍ରଣ କରାଯାଏ
ஒத்த சொற்கள் : କୁମାରୀ
பிற மொழிகளில் மொழிபெயர்ப்பு :