பொருள் : ଯେଉଁ ପାତ୍ରରେ ଟଙ୍କା-ପଇସା ସଂଗ୍ରହ କରାଯାଏ
எடுத்துக்காட்டு :
ସେ ପ୍ରତିଦିନ କୁମ୍ପାରେ ଦଶ ଟଙ୍କା ପକାଉଛି
ஒத்த சொற்கள் : ସରାଘଡ଼ି
பிற மொழிகளில் மொழிபெயர்ப்பு :
பொருள் : ଘିଅ,ତେଲ ଆଦି ରଖିବାପାଇଁ ବ୍ୟବହାର କରାଯାଉଥିବା ଚମଡ଼ାରେ ତିଆରି ଏକ ପ୍ରକାରର କୁମ୍ପା
எடுத்துக்காட்டு :
ରାଧିକା କୁମ୍ପାରୁ ଘିଅ ବାହାର କରୁଛି
பிற மொழிகளில் மொழிபெயர்ப்பு :
चमड़े का एक प्रकार का कुप्पा जिसमें घी, तेल आदि रखा जाता है।
राधिका गेल्हे में से घी निकाल रही है।பொருள் : ଘିଅ, ତେଲଆଦି ରଖିବାପାଇଁ ଘଡ଼ି ଆକାରର ଚମଡ଼ା ତିଆରି ପାତ୍ର
எடுத்துக்காட்டு :
କେତେକ ଗ୍ରାମୀଣ ସ୍ତ୍ରୀଲୋକ ଆଜି ବି ଘିଅ, ତେଲଆଦି କୁମ୍ପାରେ ରଖୁଛନ୍ତି
ஒத்த சொற்கள் : କୁମ୍ପି
பிற மொழிகளில் மொழிபெயர்ப்பு :
घी, तेल आदि रखने का चमड़े का बना हुआ घड़े के आकार का पात्र।
आज भी कुछ ग्रामीण महिलाएँ घी,तेल आदि कुप्पे में रखती हैं।