பொருள் : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
எடுத்துக்காட்டு :
ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
ஒத்த சொற்கள் : କୁଳା, କୁଳୁକୁଞ୍ଚା
பிற மொழிகளில் மொழிபெயர்ப்பு :
பொருள் : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
எடுத்துக்காட்டு :
କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
ஒத்த சொற்கள் : କୁଳୁକୁଞ୍ଚା
பிற மொழிகளில் மொழிபெயர்ப்பு :