பொருள் : ଯେଉଁ ପଦରେ ଶ୍ଳିଷ୍ଟ ଶବ୍ଦମାନଙ୍କର ପ୍ରୟୋଗ ହୋଇଛି ଏବଂ ସେଥିପାଇଁ ଯାହାର ଅର୍ଥ ସବୁଲୋକ ଶୀଘ୍ର ବୁଝି ପାରିବେନାହିଁ
எடுத்துக்காட்டு :
ସୁର ଦାସଙ୍କ ଭ୍ରମର ଗୀତ କୂଟ ପଦରେ ଭର୍ତ୍ତି ହୋଇଛି
ஒத்த சொற்கள் : କୂଟ ପଦ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ତନ୍ତ୍ର ସଂକ୍ଷିପ୍ତ ଓ ଗୁପ୍ତ ଖବର ପଠେଇବା କାମରେ ଆସିଥାଏ
எடுத்துக்காட்டு :
ଏହି ସଂଦେଶ କୂଟରେ ଭର୍ତ୍ତି
பிற மொழிகளில் மொழிபெயர்ப்பு :
A coding system used for transmitting messages requiring brevity or secrecy.
codeபொருள் : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
எடுத்துக்காட்டு :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ஒத்த சொற்கள் : କଠିନ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
பிற மொழிகளில் மொழிபெயர்ப்பு :
Difficult to analyze or understand.
A complicated problem.