பொருள் : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
எடுத்துக்காட்டு :
ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
ஒத்த சொற்கள் : ଅଭିଧାନ, ଶବ୍ଦକୋଷ
பிற மொழிகளில் மொழிபெயர்ப்பு :
A reference book containing an alphabetical list of words with information about them.
dictionary, lexiconபொருள் : ସଞ୍ଚିତ ଧନ, ଜ୍ଞାନଆଦି
எடுத்துக்காட்டு :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
ஒத்த சொற்கள் : ନିଧି
பிற மொழிகளில் மொழிபெயர்ப்பு :
பொருள் : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
எடுத்துக்காட்டு :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
ஒத்த சொற்கள் : ଭଣ୍ଡାର
பிற மொழிகளில் மொழிபெயர்ப்பு :
பொருள் : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
எடுத்துக்காட்டு :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
பிற மொழிகளில் மொழிபெயர்ப்பு :
Part of an organism consisting of an aggregate of cells having a similar structure and function.
tissueபொருள் : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
எடுத்துக்காட்டு :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
ஒத்த சொற்கள் : କୋଷାଗାର, ଭଣ୍ଡାର
பிற மொழிகளில் மொழிபெயர்ப்பு :
A storehouse for treasures.
treasure house