பொருள் : କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
எடுத்துக்காட்டு :
କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ஒத்த சொற்கள் : ଅକଶ, ଅସୂୟା, ଆକ୍ରୋଶ, କୋପ, କ୍ଷୋଭ, ଦାଉ, ପ୍ରତିହିଂସା, ବିଦ୍ୱେଷ, ରାଗ, ରୋଷ
பிற மொழிகளில் மொழிபெயர்ப்பு :
चित्त का वह उग्र भाव जो कष्ट या हानि पहुँचाने वाले अथवा अनुचित काम करने वाले के प्रति होता है।
क्रोध से उन्मत्त व्यक्ति कुछ भी कर सकता है।பொருள் : ରସର ତେତିଶ ସଞ୍ଚାରୀଭାବମଧ୍ୟରୁ ଗୋଟିଏ
எடுத்துக்காட்டு :
ଏହି କବିତାରେ କ୍ରୋଧ ସଂଚାରୀ ଭାବ ବହୁତ ସ୍ପଷ୍ଟ
ஒத்த சொற்கள் : କ୍ରୋଧ ସଂଚାରୀ ଭାବ
பிற மொழிகளில் மொழிபெயர்ப்பு :