பொருள் : ଖରାପ ବା କଷ୍ଟକର ହୋଇଥିବା ପରିଣାମ
எடுத்துக்காட்டு :
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
ஒத்த சொற்கள் : ହାନି
பிற மொழிகளில் மொழிபெயர்ப்பு :
பொருள் : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
எடுத்துக்காட்டு :
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
பிற மொழிகளில் மொழிபெயர்ப்பு :