பொருள் : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
எடுத்துக்காட்டு :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ஒத்த சொற்கள் : ଶକ୍ତି
பிற மொழிகளில் மொழிபெயர்ப்பு :
The power or right to give orders or make decisions.
He has the authority to issue warrants.பொருள் : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
எடுத்துக்காட்டு :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ஒத்த சொற்கள் : ଆଧିପତ୍ୟ, ପ୍ରଭୁତ୍ୱ, ଶାସନ, ସତ୍ତା
பிற மொழிகளில் மொழிபெயர்ப்பு :
The power or right to give orders or make decisions.
He has the authority to issue warrants.பொருள் : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
எடுத்துக்காட்டு :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ஒத்த சொற்கள் : ଉପଯୁକ୍ତତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
பிற மொழிகளில் மொழிபெயர்ப்பு :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.பொருள் : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
எடுத்துக்காட்டு :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
ஒத்த சொற்கள் : ଧାରଣ କ୍ଷମତା
பிற மொழிகளில் மொழிபெயர்ப்பு :
The quality of being capable -- physically or intellectually or legally.
He worked to the limits of his capability.