பொருள் : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
எடுத்துக்காட்டு :
ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
பிற மொழிகளில் மொழிபெயர்ப்பு :
A white nutritious liquid secreted by mammals and used as food by human beings.
milkபொருள் : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
எடுத்துக்காட்டு :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
ஒத்த சொற்கள் : ଖିର, ବୃକ୍ଷର ନିର୍ଯାସ, ରସ
பிற மொழிகளில் மொழிபெயர்ப்பு :
A milky exudate from certain plants that coagulates on exposure to air.
latex