பொருள் : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
எடுத்துக்காட்டு :
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
ஒத்த சொற்கள் : ଅଞ୍ଚଳ
பிற மொழிகளில் மொழிபெயர்ப்பு :
A part of a structure having some specific characteristic or function.
The spacious cooking area provided plenty of room for servants.பொருள் : କଂପ୍ୟୁଟର ବିଜ୍ଞାନରେ ଏକ ବା ଏକରୁ ଅଧିକ ଯେଉଁ ସଂକେତ ସମୂହରେ ସୂଚନାର ଏକ ଏକକ ଥାଏ
எடுத்துக்காட்டு :
କଂପ୍ୟୁଟର ଆଜିର ତାରିଖକୁ ଦିନ,ମାସ ଓ ବର୍ଷ ଏହି ତିନୋଟି ନିର୍ଦ୍ଦିଷ୍ଟ ଫିଲ୍ଡ଼ରେ ଦର୍ଶାଏ
ஒத்த சொற்கள் : ଫିଲ୍ଡ଼
பிற மொழிகளில் மொழிபெயர்ப்பு :
(computer science) a set of one or more adjacent characters comprising a unit of information.
fieldபொருள் : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
எடுத்துக்காட்டு :
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ
ஒத்த சொற்கள் : ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ
பிற மொழிகளில் மொழிபெயர்ப்பு :
பொருள் : ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ମୁଖ୍ୟ ତୀର୍ଥ ସ୍ଥାନ
எடுத்துக்காட்டு :
ଚାରି ଧାମ ଭାବେ ବଦ୍ରୀନାଥ,ରାମେଶ୍ୱର, ଜଗନ୍ନାଥପୁରୀ ଏବଂ ଦ୍ୱାରିକା ପରିଚିତ
ஒத்த சொற்கள் : ତୀର୍ଥକ୍ଷେତ୍ର, ଦେବଭୂମି, ଧାମ
பிற மொழிகளில் மொழிபெயர்ப்பு :
A place of worship hallowed by association with some sacred thing or person.
shrineபொருள் : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
எடுத்துக்காட்டு :
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ
ஒத்த சொற்கள் : ସେକ୍ଟର
பிற மொழிகளில் மொழிபெயர்ப்பு :
பொருள் : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
எடுத்துக்காட்டு :
ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
ஒத்த சொற்கள் : ଜାଗା, ପ୍ଳ୍ଟ୍, ଭୂମି
பிற மொழிகளில் மொழிபெயர்ப்பு :
Extensive landed property (especially in the country) retained by the owner for his own use.
The family owned a large estate on Long Island.பொருள் : ଯେଉଁ କ୍ଷେତ୍ରରେ ଜଣେ ସକ୍ରିୟ ବା ଦକ୍ଷ ହୋଇଥାଏ
எடுத்துக்காட்டு :
ସେ ଶିକ୍ଷା କ୍ଷେତ୍ରରେ ଅନେକ ଆଗରେ ଅଛି ଏହି ଉପଗ୍ରହର କ୍ଷେତ୍ର ବହୁତ ବଡ଼ ଏହା ନିୟମ ପରିସରର ବାହାରେ ରାଜନୈତିକ କ୍ଷେତ୍ର ଖୁବ ବଡ଼
ஒத்த சொற்கள் : ପରିସର
பிற மொழிகளில் மொழிபெயர்ப்பு :
एक माना हुआ क्षेत्र जिसमें कोई सक्रिय रहे, कार्य करे, संचालित हो या उस क्षेत्र में नियंत्रित हो या उसकी शक्ति बनी रहे।
वह शिक्षा के क्षेत्र में बहुत ही आगे है।An area in which something acts or operates or has power or control:.
The range of a supersonic jet.பொருள் : ବିକିରଣ କରୁଥିବା ପିଣ୍ଡର ଚାରିପଟ ଥିବା ଜାଗା ଯେଉଁଠି ବୈଦ୍ୟୁତିକ ଚୁମ୍ବକୀୟ ଦୋଳନ ତା ସମ୍ପର୍କରେ ନ ଆସୁଥିବା ଅନ୍ୟ ପିଣ୍ଡ ଉପରେ ଆଘାତ କରେ
எடுத்துக்காட்டு :
ଏହି ପିଣ୍ଡର କ୍ଷେତ୍ର ବହୁତ ଶକ୍ତିଶାଳୀ
ஒத்த சொற்கள் : ପ୍ରଭାବ କ୍ଷେତ୍ର, ଶକ୍ତି କ୍ଷେତ୍ର
பிற மொழிகளில் மொழிபெயர்ப்பு :
* विकिरण करनेवाले पिंड के चारों ओर की जगह जिसमें विद्युत चुम्बकीय दोलन उसी तरह के दूसरे पिंड पर जो उसके संपर्क में नहीं है, जोर लगाता है।
इस पिंड का क्षेत्र बहुत शक्तिशाली है।The space around a radiating body within which its electromagnetic oscillations can exert force on another similar body not in contact with it.
field, field of force, force fieldபொருள் : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
எடுத்துக்காட்டு :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
ஒத்த சொற்கள் : ଭାଗ
பிற மொழிகளில் மொழிபெயர்ப்பு :