உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ
எடுத்துக்காட்டு : କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ
ஒத்த சொற்கள் : କପ୍ତାନ, କେପଟେନ୍
பிற மொழிகளில் மொழிபெயர்ப்பு :हिन्दी English
हवाई जहाज़ का मुख्य विमान चालक या पायलेट जिसके उत्तरदायित्व में वह जहाज़ होता है।
The pilot in charge of an airship.
பொருள் : ସେନାର ଜଣେ ଅଧିକାରୀ
எடுத்துக்காட்டு : କ୍ୟାପଟେନ୍ ପଦ ମେଜର ତଳେ ହୋଇଥାଏ
ஒத்த சொற்கள் : କେପଟେନ୍, କୈପଟେନ୍
थल सेना का एक अधिकारी।
An officer holding a rank below a major but above a lieutenant.
பொருள் : କୌଣସି ଖେଳାଳି ଦଳର ପ୍ରଧାନ ଖେଳାଳି
எடுத்துக்காட்டு : ଆମ କ୍ରିକେଟ ଟିମରେ ମହେଶହେଉଛି କ୍ୟାପଟେନ୍
ஒத்த சொற்கள் : କାପଟେନ
பிற மொழிகளில் மொழிபெயர்ப்பு :हिन्दी
वह खिलाड़ी जो किसी खिलाड़ी दल का प्रधान हो।
பொருள் : କୌଣସି ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ଅଧିକାରୀଙ୍କ ନିକଟରେ ଲାଇସେନ୍ସ ଅଛି
எடுத்துக்காட்டு : ସମୁଦ୍ର ଦସ୍ୟୁମାନେ କ୍ୟାପଟେନ୍ ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଦୀ କରିନେଲେ
ஒத்த சொற்கள் : କପ୍ତାନ, କେପଟେନ୍, ସ୍କିପର
वह अधिकारी जिसके पास किसी व्यापारी जहाज़ को नियंत्रित करने का लाइसेंस होता है।
An officer who is licensed to command a merchant ship.
பொருள் : ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ
எடுத்துக்காட்டு : ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ
नौसेना का वह अधिकारी जिसके नियंत्रण में युद्धपोत होता है।
The naval officer in command of a military ship.
நிறுவு