பொருள் : କାମରେ ଆସିବା ବା ଲାଗିବା
எடுத்துக்காட்டு :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
ஒத்த சொற்கள் : ଦରକାର ହେବା, ବ୍ୟବହାର ହେବା, ଲାଗିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
எடுத்துக்காட்டு :
ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
ஒத்த சொற்கள் : ଖର୍ଚ୍ଚହୋଇଯିବା, ବ୍ୟୟହେବା
பிற மொழிகளில் மொழிபெயர்ப்பு :