உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ
எடுத்துக்காட்டு : ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖୋଜାଯାଉଛି
ஒத்த சொற்கள் : ଅବନତି, କମିଯିବା, ନିମ୍ନଗତି, ନିମ୍ନତା, ପତନ
பிற மொழிகளில் மொழிபெயர்ப்பு :हिन्दी English
गिरने या घटने की क्रिया या भाव।
A change downward.
பொருள் : ଉପରୁ ତଳ ଆଡ଼କୁ ଆସିବା କ୍ରିୟା
எடுத்துக்காட்டு : ପାହାଡ଼ରୁ ଅବରୋହଣ କଲା ସମୟରେ ସାବଧାନ ରହିବା ଆବଶ୍ୟକ
ஒத்த சொற்கள் : ଅବରୋହଣ, ଉତ୍ତରଣ, ଓହ୍ଲା
ऊपर से नीचे की ओर आने की क्रिया।
The act of changing your location in a downward direction.
பொருள் : କୌଣସି ଜିନିଷର ଛୋଟ ଛୋଟ ଅଙ୍ଗ ବା ଅଂଶଗୁଡ଼ିକୁ ତୁଟି ବା ଭାଙ୍ଗି ଖସିବା
எடுத்துக்காட்டு : ତା’ର ବାଳ ବହୁତ ଝଡ଼ୁଛି
ஒத்த சொற்கள் : ଛିଡ଼ିବା, ଝଡ଼ିବା
किसी चीज़ के छोटे-छोटे अंगों या अंशों का कट या टूटकर गिरना।
Come off.
நிறுவு