பொருள் : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
எடுத்துக்காட்டு :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
ஒத்த சொற்கள் : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
பிற மொழிகளில் மொழிபெயர்ப்பு :
பொருள் : ଚୁପ୍ହୋଇ ଚାଲିଯିବା
எடுத்துக்காட்டு :
ସେ ମୋ ପଇସା ନେଇ ଖସିଗଲା
பிற மொழிகளில் மொழிபெயர்ப்பு :
பொருள் : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
எடுத்துக்காட்டு :
ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
ஒத்த சொற்கள் : ଖସରି ପଡ଼ିବା, ପଡ଼ିଯିବା
பிற மொழிகளில் மொழிபெயர்ப்பு :
பொருள் : ପାସ୍ କରିବା
எடுத்துக்காட்டு :
ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
ஒத்த சொற்கள் : ଉତ୍ତୀର୍ଣ୍ଣହେବା, ପାସ୍ କରିବା
பிற மொழிகளில் மொழிபெயர்ப்பு :