பொருள் : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
எடுத்துக்காட்டு :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
ஒத்த சொற்கள் : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
பிற மொழிகளில் மொழிபெயர்ப்பு :
Free of extraneous elements of any kind.
Pure air and water.பொருள் : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
எடுத்துக்காட்டு :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ஒத்த சொற்கள் : ଅମିଶା, ଅସଲି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
பிற மொழிகளில் மொழிபெயர்ப்பு :
Free of extraneous elements of any kind.
Pure air and water.பொருள் : ପାଣି ମିଶାଇ ପତଳା କରା ଯାଇନଥିବା(ଆଖୁ ରସ)
எடுத்துக்காட்டு :
ଆମେ ବୁଟ ଖାଇଲା ପରେ ଦୁଇ ଗ୍ଲାସ ଖାଣ୍ଟି ଆଖୁ ରସ ପିଇଲୁ
பிற மொழிகளில் மொழிபெயர்ப்பு :
(गन्ने या ऊख का रस) जो जल मिलाकर पतला न किया गया हो।
हम लोगों ने खलिहानों से लौटते समय दो दो गिलास गन्ने का निगरा रस पिए।