பொருள் : ଅନ୍ୟକୁ ଛାଡ଼ି ବା ଅନ୍ୟ କିଛି ନାହିଁ
எடுத்துக்காட்டு :
ଏହି ସମୟରେ କେବଳ ଭଗବାନ ହିଁ ତାକୁ ସହାୟତା କରିପାରିବେ ମୁଁ ଖାଲି ଏମିତି ପଚାରୁଛି
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି ସମୟ ବା କାରଣ ବଶତଃ ଉପଯୋଗରେ ଆସେନାହିଁ
எடுத்துக்காட்டு :
ଆଜି ମୋର ଗଣିତ ପିରିୟଡ୍ ଖାଲି ଥିଲା
பிற மொழிகளில் மொழிபெயர்ப்பு :
பொருள் : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
எடுத்துக்காட்டு :
ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
பிற மொழிகளில் மொழிபெயர்ப்பு :
Holding or containing nothing.
An empty glass.பொருள் : ଯେ କୌଣସି କାମରେ ବ୍ୟସ୍ତ ନୁହେଁ
எடுத்துக்காட்டு :
ମୁଁ ଏବେ ଖାଲି ଅଛି
ஒத்த சொற்கள் : କର୍ମଶୂନ୍ୟ
பிற மொழிகளில் மொழிபெயர்ப்பு :