பொருள் : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
எடுத்துக்காட்டு :
ପିଲାମାନେ ପାଣିରେ ଖେଳୁଛନ୍ତି
ஒத்த சொற்கள் : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ବିନୋଦ, ବିହାର
பிற மொழிகளில் மொழிபெயர்ப்பு :
Activities that are enjoyable or amusing.
I do it for the fun of it.பொருள் : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
எடுத்துக்காட்டு :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
ஒத்த சொற்கள் : ଗେମ୍
பிற மொழிகளில் மொழிபெயர்ப்பு :
An amusement or pastime.
They played word games.பொருள் : ଖେଳର ପ୍ରଦର୍ଶନ
எடுத்துக்காட்டு :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
ஒத்த சொற்கள் : ଖେଳ ପ୍ରଦର୍ଶନ
பிற மொழிகளில் மொழிபெயர்ப்பு :
खेल का प्रदर्शन।
सर्कस के बाहर सूचना पट्ट पर लिखा था कि खेल का समय बदल दिया गया है।A difficult or unusual or dangerous feat. Usually done to gain attention.
stuntபொருள் : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
எடுத்துக்காட்டு :
ଖେଳରେ ହାରିବା ଜିତିବା ଲାଗିରହିଥାଏ
பிற மொழிகளில் மொழிபெயர்ப்பு :
An amusement or pastime.
They played word games.பொருள் : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
எடுத்துக்காட்டு :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
ஒத்த சொற்கள் : ଏଥ୍ଲେଟିକ୍ସ, ଖେଳକୁଦ
பிற மொழிகளில் மொழிபெயர்ப்பு :