பொருள் : ଖୋଲିବାର ପ୍ରକ୍ରିୟା
எடுத்துக்காட்டு :
ଏହି ମହଲର ଦରୱାଜା ଖୋଲିବା ସହଜ ନୁହେଁ
பிற மொழிகளில் மொழிபெயர்ப்பு :
பொருள் : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
எடுத்துக்காட்டு :
ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
ஒத்த சொற்கள் : ଖୋଲିଯିବା
பிற மொழிகளில் மொழிபெயர்ப்பு :
பொருள் : କଂପ୍ୟୁଟରରେ କୌଣସି ଫାଇଲ ଆଦି ଖୋଲିବା
எடுத்துக்காட்டு :
ଆପଣ ପ୍ରଥମେ ଗୋଟିଏ ଫାଇଲ୍ ଖୋଲନ୍ତୁ
ஒத்த சொற்கள் : ଆରମ୍ଭ କରିବା, ଓପନ କରିବା
பிற மொழிகளில் மொழிபெயர்ப்பு :
Display the contents of a file or start an application as on a computer.
openபொருள் : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
எடுத்துக்காட்டு :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
ஒத்த சொற்கள் : ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
பிற மொழிகளில் மொழிபெயர்ப்பு :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।பொருள் : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
எடுத்துக்காட்டு :
ମାଛ ଜାଲରୁ ଖୋଲିଗଲା
ஒத்த சொற்கள் : ଅନ୍ମୁକ୍ତ ହେବା, ଆଜାଦ ହେବା, ବନ୍ଧନ ମୁକ୍ତ ହେବା, ମୁକ୍ତ ହେବା
பிற மொழிகளில் மொழிபெயர்ப்பு :
किसी बँधी या फँसी हुई वस्तु का अलग होना।
मछली जाल से छूट गई।பொருள் : ପିନ୍ଧା ବସ୍ତୁକୁ ଖୋଲିବା
எடுத்துக்காட்டு :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ஒத்த சொற்கள் : ଉତାରିବା, ବାହାର କରିବା
பிற மொழிகளில் மொழிபெயர்ப்பு :
பொருள் : ଢଙ୍କା ହୋଇଥିବା ବସ୍ତୁକୁ ହଟାଇବା
எடுத்துக்காட்டு :
କିଏ ଜଣେ ଆସିଲେଣି, କବାଟ ଖୋଲ
ஒத்த சொற்கள் : ଫିଟେଇବା
பிற மொழிகளில் மொழிபெயர்ப்பு :
பொருள் : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
எடுத்துக்காட்டு :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
ஒத்த சொற்கள் : ଅଲଗା କରିବା
பிற மொழிகளில் மொழிபெயர்ப்பு :
பொருள் : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା
எடுத்துக்காட்டு :
ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ
ஒத்த சொற்கள் : ଉନ୍ମୋଚିତ କରିବା, ପର୍ଦାଫାଶ କରିବା, ପ୍ରକାଶ କରିବା
பிற மொழிகளில் மொழிபெயர்ப்பு :
किसी की गुप्त या गूढ़ बात प्रकट या स्पष्ट करना।
उसने अपने प्रेम विवाह का राज खोला।பொருள் : ନୂଆ ପ୍ରକାରେ ଆରମ୍ଭ କରିବା
எடுத்துக்காட்டு :
ପଡ଼ୋଶୀ ଆଉ ଗୋଟିଏ ବାସନର ଦୋକାନ ଖୋଲିଲେ
ஒத்த சொற்கள் : ଆରମ୍ଭ କରିବା
பிற மொழிகளில் மொழிபெயர்ப்பு :
नए सिरे से आरम्भ करना।
पड़ोसी ने बरतन की एक और दुकान खोली।பொருள் : ବ୍ୟାଙ୍କ ଆଦିରେ ଖାତା ଆରମ୍ଭ କରିବା
எடுத்துக்காட்டு :
ଏଠିକାର ସମସ୍ତ କର୍ମଚାରୀ କାନାଡ଼ା ବ୍ୟାଙ୍କରେ ଖାତା ଖୋଲିଛନ୍ତି
பொருள் : କୌଣସି ଉପକରଣର ମରାମତି ଆଦି ନିମନ୍ତେ ଅଂଶଗୁଡ଼ିକୁ ଅଲଗା କରିବା
எடுத்துக்காட்டு :
ଘଡି ସଜାଡ଼ିବାବାଲା ଘଡ଼ିରେ ବେଟେରି ପକାଇବା ପାଇଁ ତାକୁ ଖୋଲିଲେ
பிற மொழிகளில் மொழிபெயர்ப்பு :
किसी उपकरण का मरम्मत आदि के लिए उसके पुरज़े अलग करना।
घड़ीसाज ने घड़ी में बैटरी डालने के लिए उसे खोला।