பொருள் : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
எடுத்துக்காட்டு :
ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
ஒத்த சொற்கள் : ଖଞ୍ଜା
பிற மொழிகளில் மொழிபெயர்ப்பு :
பொருள் : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
எடுத்துக்காட்டு :
ମୋ ଆଙ୍ଗୁଠି ଗଣ୍ଠି ଦରଜ ଅଛି
பொருள் : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
எடுத்துக்காட்டு :
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
பிற மொழிகளில் மொழிபெயர்ப்பு :
பொருள் : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
எடுத்துக்காட்டு :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
ஒத்த சொற்கள் : ଗ୍ରନ୍ଥି
பிற மொழிகளில் மொழிபெயர்ப்பு :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organபொருள் : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
எடுத்துக்காட்டு :
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
ஒத்த சொற்கள் : ଅବୟବ ସନ୍ଧି, ଜୋଡ଼
பிற மொழிகளில் மொழிபெயர்ப்பு :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint