பொருள் : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
எடுத்துக்காட்டு :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
ஒத்த சொற்கள் : ଅବସ୍ଥା, ଦଶା, ସ୍ଥିତି, ହାଲ୍ଚାଲ୍
பிற மொழிகளில் மொழிபெயர்ப்பு :
The way something is with respect to its main attributes.
The current state of knowledge.பொருள் : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା
எடுத்துக்காட்டு :
କାର ୫୦ କିଲୋମିଟର ଗତିରେ ଯାଉଛି
ஒத்த சொற்கள் : ବେଗ
பிற மொழிகளில் மொழிபெயர்ப்பு :
பொருள் : ଚାଲିବା କ୍ରିୟା
எடுத்துக்காட்டு :
ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?
ஒத்த சொற்கள் : ଚାଲି
பிற மொழிகளில் மொழிபெயர்ப்பு :
பொருள் : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ ଯାହାଙ୍କର ବିବାହ ପୁଲହ ଋଷିଙ୍କ ସହିତ ହୋଇଥିଲା
எடுத்துக்காட்டு :
ଗତି ଅନୁସୁଇୟାଙ୍କ ସାନ ଭଉଣୀ ଥିଲେ
பிற மொழிகளில் மொழிபெயர்ப்பு :
कर्दम ऋषि एवं देवहूति की नौ कन्याओं में से एक जिनका विवाह पुलह ऋषि के साथ हुआ था।
गति अनुसुइया की छोटी बहन थीं।An imaginary being of myth or fable.
mythical being