பொருள் : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
எடுத்துக்காட்டு :
ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
ஒத்த சொற்கள் : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
பிற மொழிகளில் மொழிபெயர்ப்பு :
பொருள் : ଯାହାର ଗତି ଅଛି ବା ଯେ ଚଳମାନ
எடுத்துக்காட்டு :
ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି ସମୟ ସବୁବେଳେ ଗତିଶୀଳ
ஒத்த சொற்கள் : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
பிற மொழிகளில் மொழிபெயர்ப்பு :