பொருள் : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
எடுத்துக்காட்டு :
ସେ ଖଟରେ ବିଛଣା ବିଛାଉଛି
பிற மொழிகளில் மொழிபெயர்ப்பு :
Linen or cotton articles for a bed (as sheets and pillowcases).
bed linenபொருள் : ବ୍ୟବସାୟୀ, ଦୋକାନୀଆଦିଙ୍କ ବସିବାର ଆସନ
எடுத்துக்காட்டு :
ଦୋକାନୀ ଗଦି ଉପରେ ବସି ଜିନିଷର ସୂଚୀ ତିଆରି କରୁଛି
பிற மொழிகளில் மொழிபெயர்ப்பு :
व्यवसायी, दुकानदार आदि के बैठने का आसन।
दुकानदार गद्दी पर बैठकर सामानों की सूची तैयार कर रहा था।A soft bag filled with air or a mass of padding such as feathers or foam rubber etc..
cushionபொருள் : ପଶୁମାନଙ୍କ ଶୋଭାପାଇଁ ପିଠିରେ ପକାଯାଉଥିବା ଏକ ଚାରିଚଉରସ ବସ୍ତ୍ର
எடுத்துக்காட்டு :
ଘୋଡ଼ା ପିଠିରେ ରେଶମୀ ଗଦି ସୁଶୋଭିତ ହେଉଛି
பிற மொழிகளில் மொழிபெயர்ப்பு :
பொருள் : ତୁଳାଆଦିରେ ଭରା ହୋଇଥିବା ମୋଟା ଓ କୋମଳ ବିଛଣା
எடுத்துக்காட்டு :
ସେ ଗଦି ଉପରେ ଶୋଇଛି
பிற மொழிகளில் மொழிபெயர்ப்பு :
A large thick pad filled with resilient material and often incorporating coiled springs, used as a bed or part of a bed.
mattress