பொருள் : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
எடுத்துக்காட்டு :
ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
ஒத்த சொற்கள் : ଯାତାୟତ
பிற மொழிகளில் மொழிபெயர்ப்பு :
The act of moving something from one location to another.
conveyance, transfer, transferral, transport, transportationபொருள் : ଯିବାଆସିବାର କାମ
எடுத்துக்காட்டு :
ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
ஒத்த சொற்கள் : ଯାତାୟତ
பிற மொழிகளில் மொழிபெயர்ப்பு :
பொருள் : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
எடுத்துக்காட்டு :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
ஒத்த சொற்கள் : ପରିବହନ, ଯାତାୟାତ, ଯିବାଆସିବା
பிற மொழிகளில் மொழிபெயர்ப்பு :
A facility consisting of the means and equipment necessary for the movement of passengers or goods.
transit, transportation, transportation system