பொருள் : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
எடுத்துக்காட்டு :
ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
ஒத்த சொற்கள் : କଣ୍ଠ
பிற மொழிகளில் மொழிபெயர்ப்பு :
பொருள் : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
எடுத்துக்காட்டு :
ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
ஒத்த சொற்கள் : କଣ୍ଠ
பிற மொழிகளில் மொழிபெயர்ப்பு :