பொருள் : ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି
எடுத்துக்காட்டு :
ସେଠ୍ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି
ஒத்த சொற்கள் : ଖିସା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ପ୍ରକାର ଛୋଟ ଥଳି
எடுத்துக்காட்டு :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
ஒத்த சொற்கள் : ଖିସା, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍, ମୁଣା
பிற மொழிகளில் மொழிபெயர்ப்பு :
A container used for carrying money and small personal items or accessories (especially by women).
She reached into her bag and found a comb.