பொருள் : ଗୌରବାନ୍ୱିତ କରିବା ବା ହେବାର ପ୍ରକ୍ରିୟା
எடுத்துக்காட்டு :
ପୁରସ୍କାର ଦେଇ ସେହି ଲେଖକଙ୍କୁ ଗୌରବାନ୍ୱିତ କରାଗଲା
பிற மொழிகளில் மொழிபெயர்ப்பு :
गौरवान्वित करने की क्रिया।
राज्य सरकार ने लेखक का गौरवान्वयन उन्हें पुरस्कार देकर किया गया।The act of transforming so as to exalt or glorify.
transfigurationபொருள் : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
எடுத்துக்காட்டு :
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ஒத்த சொற்கள் : ଅଗ୍ରଗଣ୍ୟ, ଗଣମାନ୍ୟ, ନାମୀ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ, ସମ୍ମାନିତ
பிற மொழிகளில் மொழிபெயர்ப்பு :
जिसे प्रतिष्ठा मिली हो या जिसकी प्रतिष्ठा हो।
पंडित महेश अपने क्षेत्र के एक प्रतिष्ठित व्यक्ति हैं।பொருள் : ଯେ ଗୌରବ ବା ମହିମାରେ ମଣ୍ଡିତ
எடுத்துக்காட்டு :
ବିଶ୍ୱରେ ଭାରତର ଗୌରବପୂର୍ଣ୍ଣ ସ୍ଥାନ ରହିଛି
ஒத்த சொற்கள் : ଗରିମାପୂର୍ଣ୍ଣ, ଗାରିମାପୂର୍ଣ୍ଣ, ଗାରିମାଯୁକ୍ତ, ଗୌରବପୂର୍ଣ୍ଣ, ଗୌରବମୟ, ଗୌରବଯୁକ୍ତ, ଗୌରବଶାଳୀ
பிற மொழிகளில் மொழிபெயர்ப்பு :
जो गौरव या महिमा से युक्त हो।
विश्व में भारत का गौरवमय स्थान है।