பொருள் : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ
எடுத்துக்காட்டு :
ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା
பொருள் : କାହାରିଠୁ କିଛି ନେବାର କ୍ରିୟା
எடுத்துக்காட்டு :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ஒத்த சொற்கள் : ନେବା
பிற மொழிகளில் மொழிபெயர்ப்பு :
பொருள் : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
எடுத்துக்காட்டு :
ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
பிற மொழிகளில் மொழிபெயர்ப்பு :