பொருள் : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା
எடுத்துக்காட்டு :
ଏହି ସହର ଅସାମାଜିକ କାରଣର ଆଡ଼୍ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍ଡ଼ା ପାଲଟିଯାଇଥିଲା
ஒத்த சொற்கள் : ଆଡ଼୍ଡ଼ା, କେନ୍ଦ୍ର, ପେଣ୍ଠସ୍ଥଳୀ
பிற மொழிகளில் மொழிபெயர்ப்பு :
பொருள் : ଶତୃଠାରୁ ରକ୍ଷାପାଇବାପାଇଁ ତିଆରି କରାଯାଇଥିବା ସୁଦୃଢ଼ ସ୍ଥାନ ଯାହା କାନ୍ଥଦ୍ୱାରା ଚାରିପାଖ ଘେରା ହୋଇଥାଏ
எடுத்துக்காட்டு :
ମୋଗଲକାଳୀନ ଦୁର୍ଗଗୁଡ଼ିକ ସ୍ଥାପତ୍ୟ କଳାର ଭଲ ନମୂନା
பிற மொழிகளில் மொழிபெயர்ப்பு :