பொருள் : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
எடுத்துக்காட்டு :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
ஒத்த சொற்கள் : ଉତ୍ପନ୍ନ ହେବା, ପରିଣତ ହେବା, ସଂପାଦିତ ହେବା, ହେବା
பிற மொழிகளில் மொழிபெயர்ப்பு :
Arrive at a certain condition through repeated motion.
The stitches of the hem worked loose after she wore the skirt many times.பொருள் : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
எடுத்துக்காட்டு :
ପବନ ଧିମା ହୋଇଗଲା
ஒத்த சொற்கள் : ପରିଣତ ହେବା, ହେବା, ହୋଇଯିବା
பிற மொழிகளில் மொழிபெயர்ப்பு :
Happen, occur, take place.
I lost my wallet; this was during the visit to my parents' house.பொருள் : ଘଟଣା ରୂପରେ ହେବା
எடுத்துக்காட்டு :
ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
ஒத்த சொற்கள் : ଘଟିତ ହେବା, ହେବା
பிற மொழிகளில் மொழிபெயர்ப்பு :
Come to pass.
What is happening?.பொருள் : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
எடுத்துக்காட்டு :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
ஒத்த சொற்கள் : ଥିବା, ରହିବା, ସଂପର୍କ ଥିବା, ହେବା
பிற மொழிகளில் மொழிபெயர்ப்பு :
Have a personal or business relationship with someone.
Have a postdoc.பொருள் : ଘଟିବା ବା ଆରମ୍ଭ ହେବା
எடுத்துக்காட்டு :
ମୋତେ ନିଦ ଆସୁଛି
ஒத்த சொற்கள் : ଆଗମନ ହେବା, ଆରମ୍ଭ ହେବା, ଆସିବା, ଉପସ୍ଥିତ ହେବା
பிற மொழிகளில் மொழிபெயர்ப்பு :