பொருள் : ଚାରିଟା ଫୁଲ ଥିବା ତାସ୍ ପତା
எடுத்துக்காட்டு :
ଶ୍ୟାମ ରମେଶର ନାଲିପାନ ଚଉକାକୁ ଦହିଲାରେ ମାରିଲା
ஒத்த சொற்கள் : ଚୌକା
பிற மொழிகளில் மொழிபெயர்ப்பு :
பொருள் : କ୍ରିକେଟ ଖେଳରେ ବଲ ଭୂମି ସ୍ପର୍ଶ କରି ସୀମାରେଖା ପାରି ହେବାଦ୍ୱାରା ବ୍ୟାଟସମ୍ୟାନ ବା ତା ଦଳକୁ ମିଳୁଥିବା ଚାରି ରନ୍
எடுத்துக்காட்டு :
ଆଜି ଖେଳରେ ସଚିନ ଦଶଟା ଚଉକା ମାରିଲେ
பிற மொழிகளில் மொழிபெயர்ப்பு :
क्रिकेट के खेल में बल्लेबाज या उसके दल को मिलनेवाला वह चार रन जो गेंद को जमीन से स्पर्शकर सीमा रेखा के पार जाने पर मिलता है।
आज के खेल में सचिन ने दस चौके लगाए।