பொருள் : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
எடுத்துக்காட்டு :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ஒத்த சொற்கள் : ଆଶ୍ଚର୍ଯ୍ୟହେବା, ତାଜୁବହେବା, ବିସ୍ମୟହେବା
பிற மொழிகளில் மொழிபெயர்ப்பு :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।பொருள் : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
எடுத்துக்காட்டு :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
ஒத்த சொற்கள் : କାକୁସ୍ଥହେବା, ଘାବରେଇଯିବା, ଶଙ୍କିଯିବା
பிற மொழிகளில் மொழிபெயர்ப்பு :
Be overcome by a sudden fear.
The students panicked when told that final exams were less than a week away.