பொருள் : କୌଣସି ଇଂରେଜୀ ମାସର ଚତୁର୍ବିଂଶତମ ଦିନ ପଡ଼ୁଥିବା ତାରିଖ
எடுத்துக்காட்டு :
ଏମାସ ଚବିଶ ତାରିଖରେ ମହେଶ ବିଦେଶ ଯାଉଛି
ஒத்த சொற்கள் : ଚବିଶ ତାରିଖ
பொருள் : କୋଡ଼ିଏ ସହିତ ଚାରି ଯୋଗକଲେ ଯେଉଁ ସଂଖ୍ୟା ମିଳେ
எடுத்துக்காட்டு :
ବାରରେ ଦୁଇ ଗୁଣନ କଲେ ଚବିଶ ହୁଏ
ஒத்த சொற்கள் : ୨୪
பிற மொழிகளில் மொழிபெயர்ப்பு :
பொருள் : ଚବିଶ ବର୍ଷର ବୟସ ବା ଗଣନାରେ ଚବିଶତମ ସ୍ଥାନରେ ଆସୁଥିବା ବର୍ଷ
எடுத்துக்காட்டு :
ତାଙ୍କ ଟୋକାକୁ ଚବିଶ ପୁରିଗଲା
ஒத்த சொற்கள் : ଚବିଶ ବର୍ଷ
பிற மொழிகளில் மொழிபெயர்ப்பு :
+ गणना में चौबीस के स्थान पर आने वाला साल।
उसके लड़के का चौबीसवाँ चल रहा है।A period of time occupying a regular part of a calendar year that is used for some particular activity.
A school year.