பொருள் : ଚମକିବା କ୍ରିୟା ବା ଭାବ
எடுத்துக்காட்டு :
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି ନୂଆ କଥା ନୁହେଁ
பிற மொழிகளில் மொழிபெயர்ப்பு :
The astonishment you feel when something totally unexpected happens to you.
surpriseபொருள் : ଆଲୋକ ବିଚ୍ଛୁରିତହେବା
எடுத்துக்காட்டு :
ହୀରାଖଚିତ ଅଳଙ୍କାର ଚମକୁଛି
பிற மொழிகளில் மொழிபெயர்ப்பு :
பொருள் : କାନ୍ତି ବା ଆଭାଯୁକ୍ତ ହେବା
எடுத்துக்காட்டு :
ତା ଚେହେରା ତେଜରେ ଚମକୁଛି
ஒத்த சொற்கள் : ଝଲମଲ କରିବା, ଦମକିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
எடுத்துக்காட்டு :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
ஒத்த சொற்கள் : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
பிற மொழிகளில் மொழிபெயர்ப்பு :