பொருள் : ଗତିକୁ ଆଣିବା ବା ଗତିଶୀଳ କରିବା
எடுத்துக்காட்டு :
ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
ஒத்த சொற்கள் : ଚାଲୁକରିବା, ଚାଳିତକରିବା
பிற மொழிகளில் மொழிபெயர்ப்பு :
गति में लाना या गतिशील करना।
उसने बंद पड़े यंत्र को चलाया।பொருள் : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା
எடுத்துக்காட்டு :
ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
ஒத்த சொற்கள் : ପ୍ରୟୋଗ କରିବା
பிற மொழிகளில் மொழிபெயர்ப்பு :
பொருள் : ସଞ୍ଚାଳନ କରିବା
எடுத்துக்காட்டு :
ଆପଣ ଫୋନର ସଞ୍ଚାଳନ କରନ୍ତୁ
ஒத்த சொற்கள் : ଚଲାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟ ଆଦିକୁ ଚାଲୁ ଅବସ୍ଥାରେ ରଖିବା
எடுத்துக்காட்டு :
ସେ ମୁମ୍ବାଇରେ ଏକ ଦୋକାନ ଚଳାଉଛି
பிற மொழிகளில் மொழிபெயர்ப்பு :
उचित अथवा साधारण रूप से कोई कार्य, चीज या बात को क्रियाशील या सक्रिय अथवा चालू अवस्था में रखना।
वह मुम्बई में एक दुकान चलाता है।பொருள் : ଚାଲିବା କାମ ଅନ୍ୟ କାହାଦ୍ୱାରା କରାଇବା
எடுத்துக்காட்டு :
ଡ୍ରାଇଭର ପିଲାମାନଙ୍କଦ୍ୱାରା ଧକ୍କାମରାଇ ତା ଗାଡ଼ିକୁ ଚାଲୁ କରାଇଲା
ஒத்த சொற்கள் : ଚାଲୁ କରାଇବା
பிற மொழிகளில் மொழிபெயர்ப்பு :
பொருள் : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
எடுத்துக்காட்டு :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
ஒத்த சொற்கள் : ବୋହିବା, ସମ୍ଭାଳିବା
பிற மொழிகளில் மொழிபெயர்ப்பு :
Bear or be able to bear the weight, pressure,or responsibility of.
His efforts carried the entire project.பொருள் : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
எடுத்துக்காட்டு :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ஒத்த சொற்கள் : ଧାରଣ କରିବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
பிற மொழிகளில் மொழிபெயர்ப்பு :
किसी निश्चित या विशेष स्थिति आदि में रखना।
कमरे को साफ रखो।பொருள் : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
எடுத்துக்காட்டு :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
ஒத்த சொற்கள் : ଚଳାଇ ରଖିବା, ଚଳେଇନେବା, ନିର୍ବାହ କରିବା, ବଜାୟ ରଖିବା
பிற மொழிகளில் மொழிபெயர்ப்பு :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।பொருள் : ବ୍ୟବହାର ବା ଆଚରଣରେ ଆଣିବା
எடுத்துக்காட்டு :
ସରକାର ଦେଶର ଉନ୍ନତିକୁ ଧ୍ୟାନରେ ରଖି ବିଂଶସୂତ୍ରୀୟ କାର୍ଯ୍ୟକ୍ରମ ଚଳାଇଲେ
பிற மொழிகளில் மொழிபெயர்ப்பு :
व्यवहार या आचरण में लाना।
सरकार ने देश की उन्नति को ध्यान में रखते हुए बीस सूत्रीय कार्यक्रम चलाया।