பொருள் : କୌଣସି ଜିନିଷକୁ ପାଟିରେ ପକାଇ ଏହାର ସ୍ବାଦ କେମିତି ଜାଣିବାର କ୍ରିୟା
எடுத்துக்காட்டு :
ରୋଷେଇ ବେଳେ ପଲଉର ବାସନା ପାଇ ସେ ଆସ୍ବାଦନ ନିମନ୍ତେ ଲୋଭେଇ ଉଠିଲା
ஒத்த சொற்கள் : ଆସ୍ବାଦନ, ରସାନୁଭବ, ସ୍ବାଦ ଗ୍ରହଣ
பிற மொழிகளில் மொழிபெயர்ப்பு :
किसी चीज को मुँह में डालकर यह देखने की क्रिया कि उसका स्वाद कैसा है।
रसोई से पुलाव की खुशबू पाकर वह आस्वादन के लिए ललक उठी।பொருள் : କୌଣସି ଖାଇବା କିମ୍ବା ପିଇବା ଜିନିଷକୁ ଅନୁଭବ କରିବା
எடுத்துக்காட்டு :
ସେ ପରସିବା ପୂର୍ବରୁ ଖାଦ୍ୟ ଚାଖିଲା
ஒத்த சொற்கள் : ଆସ୍ୱାଦନ କରିବା, ସ୍ୱାଦ ନେବା
பிற மொழிகளில் மொழிபெயர்ப்பு :
कुछ खाने या पीने की चीज़ का अनुभव करना।
उसने परोसने से पहले खाने को चखा।