உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା
எடுத்துக்காட்டு : ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ
பிற மொழிகளில் மொழிபெயர்ப்பு :हिन्दी
ऊपर तानने का सफेद या रंगीन कपड़ा।
பொருள் : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ
எடுத்துக்காட்டு : ତମ୍ବୁ ଭିତରେ ବି ବହୁତ ଗରମ
ஒத்த சொற்கள் : ତମ୍ବୁ, ପାଲ, ସାମିୟାନା
धूप आदि से बचने के लिए ताना जानेवाला चँदोआ।
பொருள் : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
எடுத்துக்காட்டு : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
ஒத்த சொற்கள் : ଖଞ୍ଜାଶାଳ, ଛାମୁଣ୍ଡିଆ
कपड़े, फूलों आदि का छोटा मंडप।
நிறுவு