பொருள் : କୌଣସି ସଂସ୍ଥା ଆଦିର ସେହି ସର୍ବୋଚ୍ଚ ଅଧିକାରୀ ଯେ ସଂସ୍ଥା ଆଦିର କ୍ରିୟା-କଳାପ ଉପରେ ନଜର ରଖିଥାନ୍ତି ବା ଏଥିପାଇଁ ଦାୟୀ ରୁହନ୍ତି
எடுத்துக்காட்டு :
ମୋର ଜଣେ ବନ୍ଧୁ ଗୋଟିଏ ବଡ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ
ஒத்த சொற்கள் : ପ୍ରବନ୍ଧ ନିର୍ଦ୍ଦେଶକ, ପ୍ରମୁଖ ପ୍ରବନ୍ଧ ନିର୍ଦ୍ଦେଶକ, ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ, ସିଇଓ
பிற மொழிகளில் மொழிபெயர்ப்பு :
किसी संस्था आदि का वह सर्वोच्च अधिकारी जो संस्था आदि के क्रिया-कलापों पर नज़र रखता है या उसके लिए ज़िम्मेदार होता है।
मेरा एक मित्र एक बड़े कंपनी में मुख्य कार्यकारी अधिकारी है।