பொருள் : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
எடுத்துக்காட்டு :
ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
ஒத்த சொற்கள் : ମୁଖମଣ୍ଡଳ, ମୁଖାଭିବ୍ୟକ୍ତି, ହାବଭାବ
பிற மொழிகளில் மொழிபெயர்ப்பு :
किसी व्यक्ति के चेहरे से प्रकट होने वाला भाव।
आपकी शक्ल बता रही है कि आप गुस्से में हैं।The feelings expressed on a person's face.
A sad expression.பொருள் : ଗଳାର ଉପର ଅଙ୍ଗର ମନ୍ୟ ଭାଗ
எடுத்துக்காட்டு :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ஒத்த சொற்கள் : ଆନନ, ବଦନ, ମୁଖ ମଣ୍ଡଳ, ମୁହଁ
பிற மொழிகளில் மொழிபெயர்ப்பு :
The front of the human head from the forehead to the chin and ear to ear.
He washed his face.பொருள் : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
எடுத்துக்காட்டு :
ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
ஒத்த சொற்கள் : ରୂପ, ସୌନ୍ଦର୍ଯ୍ୟ
பிற மொழிகளில் மொழிபெயர்ப்பு :
பொருள் : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
எடுத்துக்காட்டு :
ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
ஒத்த சொற்கள் : ଦୃଷ୍ଟିଭଙ୍ଗୀ, ମନୋବୃତ୍ତି, ହାବଭାବ
பிற மொழிகளில் மொழிபெயர்ப்பு :
चेहरे या मुख की आकृति से प्रकट होने वाले मन के भाव।
पिताजी का रुख़ देखकर मैं सहम गई।