பொருள் : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
எடுத்துக்காட்டு :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
ஒத்த சொற்கள் : ବାନ୍ଧିବା
பிற மொழிகளில் மொழிபெயர்ப்பு :
பொருள் : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
எடுத்துக்காட்டு :
କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
ஒத்த சொற்கள் : ଆୟତ୍ତକରିବା, କାବୁକରିବା
பிற மொழிகளில் மொழிபெயர்ப்பு :
பொருள் : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
எடுத்துக்காட்டு :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
ஒத்த சொற்கள் : ଗଣ୍ଠି ପକାଇବା, ବାନ୍ଧିବା
பிற மொழிகளில் மொழிபெயர்ப்பு :