பொருள் : ତେଲରେ ବା ଘିଅରେ କଡ଼କଡ଼ କରି ଭାଜିବା
எடுத்துக்காட்டு :
ମୀରା ମାଛ ଛାଣୁଛି
ஒத்த சொற்கள் : ଭାଜିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ତରଳ ପଦାର୍ଥକୁ ଏକ ପତଳା କନାରେ ଛାଣି ସେଥିରେ ଥିବା ମଇଳାକୁ ଅଲଗା କରିବା
எடுத்துக்காட்டு :
ମା ଚା’ ଛାଣୁଥିଲେ
பிற மொழிகளில் மொழிபெயர்ப்பு :
பொருள் : ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦି ବାହାର କରିବା
எடுத்துக்காட்டு :
ସେ ଅତିଥିଙ୍କପାଇଁ ପକୁଡ଼ି ଛାଣୁଛି କଞ୍ଚା ପୂରି ଛାଣନାହିଁ
பிற மொழிகளில் மொழிபெயர்ப்பு :