பொருள் : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
எடுத்துக்காட்டு :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
ஒத்த சொற்கள் : ଅବକାଶ
பிற மொழிகளில் மொழிபெயர்ப்பு :
பொருள் : କାମ କରିବା ସମୟର ସମାପ୍ତି
எடுத்துக்காட்டு :
ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
எடுத்துக்காட்டு :
କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
ஒத்த சொற்கள் : କାର୍ଯ୍ୟ ଅବସର
பிற மொழிகளில் மொழிபெயர்ப்பு :
किसी कार्य के बीच में मिलनेवाला अंतराल।
कार्य अंतराल में श्रमिक नेता ने श्रमिकों से विचार-विमर्श किया।