பொருள் : ଦାନ୍ତରେ କାମୁଡ଼ା ହୋଇଥିବା ଆଖୁର ଛୋଟଛୋଟ ଖଣ୍ଡ
எடுத்துக்காட்டு :
ଶୀଲା ଆଖୁ ଖାଉଛି ଏବଂ ମଝିରେ ମଝିରେ ଛୋଟଆଖୁଖଣ୍ଡ ନିଜ ପିଲାକୁ ବି ଦେଉଛି
ஒத்த சொற்கள் : ଆଖୁଚିରୁଡ଼ା, ଆଖୁଟୁକୁଡ଼ା
பிற மொழிகளில் மொழிபெயர்ப்பு :
दाँतों से काटा हुआ गन्ने का एक छोटा टुकड़ा।
शीला गन्ना खा रही है और बीच-बीच में एक-एक गुल्ला अपने बच्चे को भी दे रही है।