பொருள் : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
எடுத்துக்காட்டு :
ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
ஒத்த சொற்கள் : ବଡ଼ଜାଲ
பிற மொழிகளில் மொழிபெயர்ப்பு :
பொருள் : ଚଉଡ଼ା ମୁହଁ ଥିବା ଏକ ପ୍ରକାରର ତୋପ
எடுத்துக்காட்டு :
ସେ ଜଂଜାଲ ସାହାଯ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉଥିଲା
பிற மொழிகளில் மொழிபெயர்ப்பு :
பொருள் : ପୁରୁଣା ଢଙ୍ଗର ଏକ ପ୍ରକାରର ବଡ଼ ରଞ୍ଜକବତୀ ଥିବା ବନ୍ଧୁକ
எடுத்துக்காட்டு :
ସେ ଜଂଜାଲ ନେଇ ଜଙ୍ଗଲ ଆଡ଼େ ବାହାରି ପଡ଼ିଲା
பிற மொழிகளில் மொழிபெயர்ப்பு :
पुराने ढंग की एक प्रकार की बड़ी पलीतेदार बंदूक।
वह जंजाल लेकर जंगल की ओर निकल पड़ा।