உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ସାମାନ୍ୟ ରୁଚି,ମହତ୍ତ୍ୱ ରଖୁଥିବା ଲୋକମାନଙ୍କର ସେହି ସମୂହ
எடுத்துக்காட்டு : ଜନତା ନିମନ୍ତେ ଗୋଟିଏ ସୂଚନା ଲାଗୁ ହୋଇଛିପାଠକ ଜନତାଙ୍କୁ ଅନୁରୋଧ ଯେ ପାଠାଗାରରେ ପାଟିତୁଣ୍ଡ କରନ୍ତୁ ନାହିଁ
ஒத்த சொற்கள் : ଜନସମୁଦାୟ, ପବ୍ଲିକ୍
பிற மொழிகளில் மொழிபெயர்ப்பு :हिन्दी English
लोगों का वह समुदाय जो कुछ सामान्य रुचि, महत्त्व रखता हो।
A body of people sharing some common interest.
பொருள் : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି
எடுத்துக்காட்டு : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ
ஒத்த சொற்கள் : ଜନସାଧାରଣ, ନାଗରିକ, ପ୍ରଜା, ଲୋକ
किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।
The body of citizens of a state or country.
நிறுவு