பொருள் : ପାଣିରେ ଚିନି, ଲୁଣ, ଜିରା ଓ ଲେମ୍ଭୁ ରସ ବା ଖଟା ରସଆଦି ପକାଇ ତିଆରି କରାଯାଉଥିବା ପାନୀୟ
எடுத்துக்காட்டு :
ଜଳଜୀରା ହଜମକାରକ ଏବଂ ଥଣ୍ଡା ହୋଇଥାଏ
ஒத்த சொற்கள் : ଜଲଜୀରା
பிற மொழிகளில் மொழிபெயர்ப்பு :
பொருள் : କଳା ଲୁଣ, ଚିନି, ଜିରା ତଥା ଖଟା ମିଶ୍ରିତ ଚୂର୍ଣ୍ଣକୁ ପାଣିରେ ଘୋଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ପାନୀୟ
எடுத்துக்காட்டு :
ସେ ବଜାରରୁ ଜଳଜୀରା ମଗାଇଲେ
ஒத்த சொற்கள் : ଜଲଜୀରା
பிற மொழிகளில் மொழிபெயர்ப்பு :