பொருள் : ନିଆଁ ଲାଗିବା ଏବଂ ଏଥିନେଇ ଜଳୁଥିବା ଜିନିଷ
எடுத்துக்காட்டு :
ମୁଁ ନିଜର ପଡୋଶୀଙ୍କର ପୁଣି ଥରେ ନିଆଁ ଲାଗିବା ଚାହୁଁନାହିଁ ତେଣୁ ନିଆଁ ଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉ
ஒத்த சொற்கள் : ଦହନ ହେବା, ନିଆଁ ଲାଗିବା, ପୋଡିବା
பிற மொழிகளில் மொழிபெயர்ப்பு :
आग लगने और उससे चीजों के जलने की क्रिया।
हम अपने पड़ोस में एक और अवदाह नहीं चाहते हैं अतः आग से सुरक्षा की व्यवस्था की जाय।பொருள் : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
எடுத்துக்காட்டு :
ଚୁଲିରେ ନିଆଁ ଜଳୁଛି
ஒத்த சொற்கள் : ଦଗ୍ଧହେବା, ପୋଡ଼ିବା
பிற மொழிகளில் மொழிபெயர்ப்பு :
Start to burn or burst into flames.
Marsh gases ignited suddenly.பொருள் : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
எடுத்துக்காட்டு :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
ஒத்த சொற்கள் : ପୋଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ଅନ୍ୟର ଲାଭ ବା ହିତ ଦେଖି ଈର୍ଷ୍ୟାନ୍ୱିତ ହେବା
எடுத்துக்காட்டு :
ରାମର ଉନ୍ନତି ଦେଖି ଶ୍ୟାମ ଈର୍ଷା କରେ
ஒத்த சொற்கள் : ଈର୍ଷା କରିବା, ଦ୍ୱେଷ କରିବା
பிற மொழிகளில் மொழிபெயர்ப்பு :
दूसरे का लाभ या हित देखकर मन में कुढ़ना।
राम की तरक्की देख कर श्याम जलता है।Feel envious towards. Admire enviously.
envy