பொருள் : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
எடுத்துக்காட்டு :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
ஒத்த சொற்கள் : ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା, ହାରାମୀ
பிற மொழிகளில் மொழிபெயர்ப்பு :
பொருள் : ବ୍ୟଭିଚାରରେ ଉତ୍ପନ୍ନ ସନ୍ତାନ
எடுத்துக்காட்டு :
ବଶ୍ୟ ଜାରଜକୁ ନିଜର ପୁତ୍ରପରି ପାଳିଲା
ஒத்த சொற்கள் : ଅବୈଧ ସନ୍ତାନ
பிற மொழிகளில் மொழிபெயர்ப்பு :
The illegitimate offspring of unmarried parents.
bastard, by-blow, illegitimate, illegitimate child, love child, whoresonபொருள் : ଭିନ୍ନଭିନ୍ନ ବର୍ଣ୍ଣ ବା ଜାତିର ପିତା ଓ ମାତାଙ୍କ ଠାରୁ ଯାହାଙ୍କର ଜନ୍ମହୋଇଛି
எடுத்துக்காட்டு :
ବେଶ୍ୟା ଜାରଜ ପିଲାକୁ ଜନ୍ମ ଦେଇଛି
ஒத்த சொற்கள் : ବର୍ଣ୍ଣଶଙ୍କର, ବେଧୁଆ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ତ୍ରୀର ଉପପତି ବା ଜାରପୁରୁଷ ଆଡ଼ୁ ଉତ୍ପନ୍ନ ହୋଇଥିବା ସନ୍ତାନ
எடுத்துக்காட்டு :
ସମାଜ ଜାରଜ ବ୍ୟକ୍ତିମାନଙ୍କୁ ସହଜରେ ସ୍ୱୀକାର କରେନାହିଁ
ஒத்த சொற்கள் : ବେଧ
பிற மொழிகளில் மொழிபெயர்ப்பு :
Born out of wedlock.
The dominions of both rulers passed away to their spurious or doubtful offspring.