உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଏକ ପ୍ରକାର ମୋଟା ସୂତା ଲୁଗା
எடுத்துக்காட்டு : ଜୀନର ତନ୍ତୁ ବହୁତ ମଜବୁତ ହୋଇଥଏରମେଶ ଜୀନ୍ସ ସାର୍ଟ ପିନ୍ଧିଛି
ஒத்த சொற்கள் : ଜୀନ୍ସ
பிற மொழிகளில் மொழிபெயர்ப்பு :हिन्दी
एक प्रकार का मोटा सूती कपड़ा।
பொருள் : ଜୀନ୍ସ କପଡ଼ାରେ ତିଆରି ହେଉଥିବା ଏକ ପ୍ରକାର ପ୍ୟାଣ୍ଟ
எடுத்துக்காட்டு : ଶ୍ୟାମ ଜୀନ୍ସ ଏବଂ କୁର୍ତ୍ତା ପିନ୍ଧିଛି
एक प्रकार की पैंट जो जीन्स के कपड़े से बनी होती है।
பொருள் : ଘୋଡ଼ା, ଓଟଆଦିଙ୍କ ପିଠିରେ କସା ଯାଉଥିବା ଗଦି
எடுத்துக்காட்டு : ସେ ଘୋଡ଼ାର ଜୀନ ଉତ୍ତାରି ତଳେ ରଖିଦେଲା
घोड़े, ऊँट आदि की पीठ पर कसी जाने वाली गद्दी।
பொருள் : ସବୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ ଏବଂ ମୁକ୍ତିଦାତା ବୋଲି ବିଚାର କରାଯାଉଥିବା ଜୈନମାନଙ୍କର ଚବିଶ ଉପାସ୍ୟ ଦେବତା
எடுத்துக்காட்டு : ମହାବୀର ଜୈନମାନଙ୍କର ଶେଷ ତୀର୍ଥଙ୍କର ଥିଲେ
ஒத்த சொற்கள் : ତୀର୍ଥଙ୍କର
जैनियों के चौबीस उपास्य देवता जो सब देवताओं से श्रेष्ठ और मुक्तिदाता माने जाते हैं।
நிறுவு